ମହଲପଡ଼ା ଗ୍ରାମପାୟତରେ ଅନେକ ଗୁଡ଼ିଏ ଦର୍ଶନୀୟ ସ୍ଥାନ ରହିଅଛିö େଯପରିକି ଗ୍ରାମପାୟତର ଆମ୍ବିଳିଗାଁରେ ପୁପାଣ୍ଡବ ମନ୍ଦିର ରହିଅଛିö ଏହାଠାରୁ ଅଳ୍ପ କିଛି ଦୂରରେ “ବାଘ ବଣ” ନାମରେ ଏକ ସୁନ୍ଦର ଘ ଜଙ୍ଗଲଟିଏ ରହିଅଛିö ଏଠାକୁ ବଣଭୋଜି କରିବା ପାଇଁ ଅନେ ଲୋକ ଆସିଥାନ୍ତିö ଏହି ଗ୍ରାମପାୟତର କୁଣ୍ଡିସ ଗ୍ରାମରେ ମା’ ତାରିଣୀ ମନ୍ଦିର ଅବସ୍ଥିତö ଏହି ମନ୍ଦିରକୁ ପ୍ରତି ମଙ୍ଗଳବାର ଦିନ ଅନେକ ଲୋକ ଭ୍ରମଣ କରିବାକୁ ଆସିଥାନ୍ତିö ଏଥିସହିତ ଭୋଜି ମଧ୍ଯ କରିଥାନ୍ତିö ସେହିପରି ଏହାର ଚିତ୍ରା ଗ୍ରାମରେ ଏ୍ୟ÷ଶାଣେଶ୍ୱର ଓ ଧବଳେଶ୍ୱର ନାମରେ ୨ ଗୋଟି ଶିବ ମନ୍ଦିର ଅଛିö ଧବଳେଶ୍ୱର ମନ୍ଦିର ଏକ ଛୋଟ ଜଙ୍ଗଲ ମଧ୍ଯରେ ଅବସ୍ଥିତö ଏଠାକାର ପରିବେଶ ଅତି ଉମ ଓ ମନୋହରö ଏହି ଚିତ୍ରା ଗ୍ରାମ ଠାରୁ ପ୍ରାୟ ୨ କି.ମି. ଦୂରରେ ମା’ ଗରୁଡ଼େଇ ନାମରେ ଏକ ମନ୍ଦିର ଅବସ୍ଥିତö ଏହି ମନ୍ଦିରକୁ ଯିବା ପାଇଁ ଗମନାଗମନର ଅସୁବିଧା ହେତୁ ଭକ୍ତମାନେ ପ୍ରାୟ ଗ୍ରୀଷ୍ମ ଋତୁରେ ଏଠାକୁ ଆସିଥାନ୍ତିö ଏହି ମନ୍ଦିର ନିକଟରେ ଏକ ନଦୀ ବହିଯାଇଅଛିö ଯାହା କାଦୁଆ ନଦୀ ନାମରେ ପରିଚିତö ଏହାର ପରିବେଶ ଅତି ମନୋରମ ଓ ଶାନ୍ତି ପୂର୍ଣ୍ଣ ହୋଇଥିବାରୁ ବହୁ ଦୂର ଦୂରାନ୍ତରୁ ଲୋକ ଆସି ଏଠାରେ ଭୋଜି କରିଥାନ୍ତିö ମହଲପଡ଼ା ଗ୍ରାମପାୟତରେ ଏହିପରି ଆହୁରି କେତେକ ଛୋଟ ବଡ଼ ମନ୍ଦିର ମାନ ରହିଅଛିö
